କୋଲକାତା : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅନୁରୋଧ ପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ।ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧର୍ମଘଟ କରୁଥିବା ଏମ୍ସ-ଆରଏମଏଲର ଆବାସିକ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି।
Related Posts

ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି ।
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଟାଟାନଗରରୁ ୬ଟି ବନ୍ଦେ VandeBharatExpress ଚଳାଚଳର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ narendramodi ଆସନ୍ତାକାଲି ଝାଡ଼ଖଣ୍ଡର ଟାଟାନଗରରୁ ୬ଟି ବନ୍ଦେ #VandeBharatExpress ଚଳାଚଳର ଶୁଭାରମ୍ଭ କରିବେ । ଏଥିରେ ଓଡ଼ିଶାର ଦୁଇଟି ବନ୍ଦେ ଭାରତ ଟ୍ରେନ୍ ରହିଛି ।…

ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ।
ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ। ନୂଆଦିଲ୍ଲୀ:ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ…