*ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ* – ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତଦ୍ବ ବିଧାନ ରେ ଆୟୋଜିତ ହୋଇଇଥିଲା ବେଳେ ସର୍ବାଣି ଦ|ଶ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି , ପୁରୀ Dipro ସନ୍ତୋଷ ସେଠି,, ଶଙ୍କର ପରିଡା ଏକ୍ସ ବିଧାୟକ ଜୟନ୍ତ ସରଙ୍ଗୀ, ମହାରାଷ୍ଟ୍ର ରୁ ଉଜାୱାଲା ଆଵାୱାର,ଫିଲ୍ମ ମାକେର ସଞ୍ଜୟ ନାୟକ, ଆଦି ମାତା କଳ୍ପନା, ଶିକ୍ୟବିତ୍ତ ଷଷଧର ପଣ୍ଡା, ପ୍ରଦୀପ ଚୌଧୁରୀ ସମାଜସେବୀ ପାର୍ଥ ରାଉତ ଯୋଗ ଦେଇଥିଲେ,ରାଜ୍ୟ ର ବିଭିନ୍ନ ପ୍ରତିଭା ମାନ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଟ୍ରଫି ଉତ୍ତରୀଏ ଗିଫ୍ଟ ଦେଇ ସମ୍ମାନନୀତ କରାଯଇଥହିଲା | ପ୍ରଗତି ପଥରେ ଭାରତ ଉପରେ ଆଲୋଚନା ହୋଇଥିଲା | ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |
Related Posts

ଗାର୍ଡିଙ୍ଗିଆ ଠାରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ
ଗାର୍ଡିଙ୍ଗିଆ ଠାରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ କନ୍ଧମାଳ : -( ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଳକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ନିକଟରେ ଥିବା ଚର୍ଚ୍ଚ ରେ…

ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…

ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍…