*ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ* – ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତଦ୍ବ ବିଧାନ ରେ ଆୟୋଜିତ ହୋଇଇଥିଲା ବେଳେ ସର୍ବାଣି ଦ|ଶ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି , ପୁରୀ Dipro ସନ୍ତୋଷ ସେଠି,, ଶଙ୍କର ପରିଡା ଏକ୍ସ ବିଧାୟକ ଜୟନ୍ତ ସରଙ୍ଗୀ, ମହାରାଷ୍ଟ୍ର ରୁ ଉଜାୱାଲା ଆଵାୱାର,ଫିଲ୍ମ ମାକେର ସଞ୍ଜୟ ନାୟକ, ଆଦି ମାତା କଳ୍ପନା, ଶିକ୍ୟବିତ୍ତ ଷଷଧର ପଣ୍ଡା, ପ୍ରଦୀପ ଚୌଧୁରୀ ସମାଜସେବୀ ପାର୍ଥ ରାଉତ ଯୋଗ ଦେଇଥିଲେ,ରାଜ୍ୟ ର ବିଭିନ୍ନ ପ୍ରତିଭା ମାନ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଟ୍ରଫି ଉତ୍ତରୀଏ ଗିଫ୍ଟ ଦେଇ ସମ୍ମାନନୀତ କରାଯଇଥହିଲା | ପ୍ରଗତି ପଥରେ ଭାରତ ଉପରେ ଆଲୋଚନା ହୋଇଥିଲା | ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |
Related Posts

ଭୋଟ ଦେଉଛି ଓଡ଼ିଶା: ମୁଖ୍ଯ ନିର୍ବାଚନ ଅଧିକାରୀ
ଭୋଟ ଦେଉଛି ଓଡ଼ିଶା: ମୁଖ୍ଯ ନିର୍ବାଚନ ଅଧିକାରୀ ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର…

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଲେ ନରେନ୍ଦ୍ର ମୋଦି।…

ନିଜ ଗୋଡ଼ ଅପରେସନ ପାଇଁ ଗଞ୍ଜେଇ ଚୋରାଚାଲାଣ କଲେ ଦିବ୍ୟାଙ୍ଗ
ନିଜ ଗୋଡ଼ ଅପରେସନ ପାଇଁ ଗଞ୍ଜେଇ ଚୋରାଚାଲାଣ କଲେ ଦିବ୍ୟାଙ୍ଗ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ନିଜ ଗୋଡ଼ର ଅପରେସନ ପାଇଁ ଟଙ୍କା ଆବଶ୍ୟକ ଥିଲା। ତେଣୁ ସହଜରେ…