ରାୟଗଡ଼ା:ଏକ ଠିକା ସଂସ୍ଥାର ସିଜାମାଲି ମାଇନ୍ସ ନେବାକୁ ବିରୋଧ କରି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ। ଆନ୍ଦୋଳନରେ ସାମିଲ ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣିବାରୁ ତାତିଲେ।
ଏକ ଠିକା ସଂସ୍ଥାର ସିଜାମାଲି ମାଇନ୍ସ ନେବାକୁ ବିରୋଧ କରି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ।
