ଦକ୍ଷିଣ କୋରିଆ:ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ ଉତ୍ତର କୋରିଆର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପଦାଧିକାରୀଙ୍କ ଉପସ୍ଥିତିରେ ବନ୍ୟାରେ ଲୋକମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଚାଗାଙ୍ଗ ପ୍ରଦେଶରେ ଭୟଙ୍କର ବନ୍ୟା ଯୋଗୁଁ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।
Related Posts
Ajaynath Shahdeo Gears Up for Hatia Constituency Elections, Unveils Vision for Youth Development.
Ajaynath Shahdeo Gears Up for Hatia Constituency Elections, Unveils Vision for Youth Development. Ranchi, Jharkhand – With the upcoming assembly…
ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନ୍ଚ୍ୟୁତ
ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନ୍ଚ୍ୟୁତ!କାନପୁର-ଭୀମସେନ ଷ୍ଟେସନ ମଝିରେ ଲାଇନ୍ଚ୍ୟୁତ .ବଡ଼ ପଥର ସହ ଇଞ୍ଜିନ୍ ଧକ୍କା ଲାଗିବାରୁ ଲାଇନ୍ଚ୍ୟୁତ ସୂଚନା.ମୃତାହତ ନେଇ ସୂଚନା ନାହିଁ, ହେଲ୍ପଲାଇନ ନଂ…
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ! ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା. ଗୁରୁତରଙ୍କୁ…