ଦକ୍ଷିଣ କୋରିଆ:ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ ଉତ୍ତର କୋରିଆର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପଦାଧିକାରୀଙ୍କ ଉପସ୍ଥିତିରେ ବନ୍ୟାରେ ଲୋକମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଚାଗାଙ୍ଗ ପ୍ରଦେଶରେ ଭୟଙ୍କର ବନ୍ୟା ଯୋଗୁଁ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।
Related Posts

ଛତିଶଗଡ଼ରେ ଏନକାଉଣ୍ଟରରେ ଟଳିଲେ
ଛତିଶଗଡ଼: ନାରାୟଣପୁର-ଦନ୍ତେୱାଡ଼ା ସୀମାରେ ଏନ୍କାଉଣ୍ଟରଗୁଳି ବିନିମୟରେ ୩ ଡିଆରଜି ଯବାନ ଆହତ!ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି।ଛତିଶଗଡ଼ରେ ଏନକାଉଣ୍ଟରରେ ଟଳିଲେ ୫ ନକ୍ସଲ!

କୋର୍ଟ ବାହାରେ ନିଆଁ ଲଗାଇ ନିଜକୁ ଜାଳି ଦେଲେ ଯୁବକ।
ଶୁକ୍ରବାର ନ୍ୟୁୟର୍କର ମ୍ୟାନହଟ୍ଟନ କୋର୍ଟ ବହାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି। ଆତ୍ମାହୂତି ଦେଇଥିବା ଯୁବକ ଜଣକର ମୃତ୍ୟୁ…

ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକ ।
୮୭ ବର୍ଷ ବୟସରେ ରାମୋଜୀ ରାଓଙ୍କ ଦେହାନ୍ତ! ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ୮୭…