ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ

ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାଉଁଶିଆପାଟଣା୧୧୪ ନଂ ବୁଥ୍‌ରେ ଇଭିଏମ୍ ଭାଙ୍ଗିଲେ ବିଜେପି ନେତା ପ୍ରଶାନ୍ତ ଜଗଦେବ। ଗୋଡାଇ ଗୋଡାଇ ପ୍ରଶାନ୍ତଙ୍କୁ ଧରିଲା ପୋଲିସ।ଇଭିଏମ୍ ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରିଥିଲେ ପ୍ରଶାନ୍ତ।

Leave a Reply

Your email address will not be published. Required fields are marked *