ନୂଆଦିଲ୍ଲୀ:(ଅଭିଷେକ ମହାନ୍ତି)ମହାକାଶକୁ ତୃତୀୟ ଯାତ୍ରା। ସୁନୀତା ଅନ୍ତରୀକ୍ଷରେ ପହଞ୍ଚିବା ପରେ ସେଠାରେ ଖୁସିରେ ନାଚିଛନ୍ତି।ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ସେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି।
Related Posts

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ’ ରେ ସାମିଲ ହେଲେ ପ୍ରାୟ ୩୦୦୦ ପିଲା
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ’ ରେ ସାମିଲ ହେଲେ ପ୍ରାୟ ୩୦୦୦ ପିଲା ଭୁବନେଶ୍ଵର : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ବୋଇଂ ୭୭୭ ଏୟାର କାନାଡାରେ ମଝି ଆକାଶରେ ହଠାତ୍ ବିମାନରେ ଲାଗିଲା ନିଆଁ।
ବୋଇଂ ୭୭୭ ଏୟାର କାନାଡାରେ ମଝି ଆକାଶରେ ହଠାତ୍ ବିମାନରେ ଲାଗିଲା ନିଆଁ।

ଭୁସୁଡିଲା ପୁରୀ ରେଳ ଷ୍ଟେସନ୍ ରେ ନିର୍ମାଣାଧୀନ ଛାତ।
ପୁରୀ ଷ୍ଟେସନ୍ ରେ ଭୁସୁଡ଼ିଲା ନିର୍ମାଣାଧୀନ ଛାତ, ଏକାଧିକ ଶ୍ରମିକ ଆହତପୁରୀ: ଭୁସୁଡିଲା ପୁରୀ ରେଳ ଷ୍ଟେସନ୍ ରେ ନିର୍ମାଣାଧୀନ ଛାତ।ସୁପରଭାଇଜର ସମେତ ୪ ଜଣ ଶ୍ରମିକଙ୍କୁ…