ଆୟୁଷ୍ମାନ ଭାରତ ଯୋଜନାରେ ମହିଳା ପାଇବେ ୧୦ ଲକ୍ଷ ଟଙ୍କା

ଆୟୁଷ୍ମାନ ଭାରତ ଯୋଜନାରେ ମହିଳା ପାଇବେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ।ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ମିଳିବା ନେଇ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ।ମନ୍ତ୍ରୀ କହିବା ଅନୁଯାୟୀ, e-KYC ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ଫେବ୍ରୁଆରୀ ମାସରୁ ଲାଗୁ ହେବ ଆୟୁଷ୍ମାନ ଯୋଜନା।କୋଟିଏ ପରିବାରର ତଥ୍ଯ ସରକାରଙ୍କ ପାଖରେ ଅଛି।

Leave a Reply

Your email address will not be published. Required fields are marked *