ଆସନ୍ତା ୮ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ରାଜ୍ୟ ସରକାରଙ୍କ ଅଫିସ, ସ୍କୁଲ, କଲେଜ ସମେତ ବ୍ୟାଙ୍କ ଓ ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି
Related Posts

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜଗନ୍ନାଥ ମନ୍ଦିର ରେ ୬୮ତମ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉତ୍ସବ ପାଳିତ ହୋଇଛି।
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜଗନ୍ନାଥ ମନ୍ଦିର ରେ ୬୮ତମ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉତ୍ସବ ପାଳିତ ହୋଇଛି। ରାୟଗଡ଼ା:୧୫-୧୧:୨୦୨୪ ରିଖ ଶୁକ୍ରବାର ଦିନ କାର୍ତ୍ତିକ…

ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ଗଜପତି -: (ମନୋଜ କୁମାର ପାଢୀ) (୩/୬/୨୦୨୪):ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜାଙ୍ଗଲ ଗାଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ…

ମୋହନା ଶିକ୍ଷା ବିଭାଗର ଅଜବ ଚିତ୍ର ୧୫ ପିଲାଙ୍କୁ ୬ ଜଣ ଶିକ୍ଷକ, ବାରଣ୍ଡାରେ ରୋଷେଇ
ମୋହନା ଶିକ୍ଷା ବିଭାଗର ଅଜବ ଚିତ୍ର ୧୫ ପିଲାଙ୍କୁ ୬ ଜଣ ଶିକ୍ଷକ, ବାରଣ୍ଡାରେ ରୋଷେଇ ଆର, ଉଦୟଗିରି(ମନୋଜ କୁମାର ପାଢୀ):ଶିକ୍ଷାର ବିକାଶ ପାଇଁ ସରକାର ବହୁ…