ଆମ ଓଡ଼ିଶା, ନବୀନ ଓଡ଼ିଶା” ଯୋଜନାର ନାମ ପରିବତନ

ବଦଳିବ “ଆମ ଓଡ଼ିଶା, ନବୀନ ଓଡ଼ିଶା” ଯୋଜନାର ନାମ ପରିବତନ

ଭୁବନେଶ୍ୱର:ବଦଳରେ “ବିକଶିତ ଗାଁ, ବିକଶିତ ଓଡ଼ିଶା” ନାଁ ରହିବ, ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା–ଆଗାମୀ ୨ଦିନରେ ଗାଇଡ୍‌ଲାଇନ୍ ଆଣୁଛନ୍ତି ସରକାର–ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ, ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ–ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ

Leave a Reply

Your email address will not be published. Required fields are marked *