ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତ୍ରୀ ଅତିଶୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।କାର୍ଯ୍ୟାଳୟର ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅତିଶୀ ତାଙ୍କ ପରିସ୍ଥିତି ସହ ରାମାୟଣର ଭାରତଙ୍କ କାହାଣୀ ମଧ୍ୟରେ ସମାନତା ଥିବା କହିଥିଲେ। ଭରତ, ଯିଏକି ସିଂହାସନରେ କଠଉ ରଖି ପ୍ରଭୁ ରାମଙ୍କ ଅନୁପସ୍ଥିତିରେ ଶାସନ କରିଥିଲେ।
Related Posts

ଭାରତର ୧ନଂ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଦମଦାର ବିଜୟ
ନୂଆଦିଲ୍ଲୀ:ସ୍ୱାଧୀନ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭାରତର ୧ନଂ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଦମଦାର ବିଜୟ ହାସଲ କରିଛନ୍ତି। ସେ ହରିୟାଣାର ହିସ୍ରା…

ଆଗାମୀ ଦିନରେ ସବୁ ଯାନ ହାଇଡ୍ରୋଜେନରେ ଚାଲିବ।
ଆଗାମୀ ଦିନରେ ସବୁ ଯାନ ହାଇଡ୍ରୋଜେନରେ ଚାଲିବ ପୁରୀ: (Abhishek Mohanty) ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏକ ନିର୍ବାଚନୀ ପ୍ରଚାର ରାଲିରେ ଉଦବୋଧନ…

Advisory issued by Odisha Police on online investment fraud
Advisory issued by Odisha Police on online investment fraud Bhubaneswar: CID, Crime Branch, Odisha Police has issued a n important…