ଆବର୍ଜନା ଗୃହ କୁ ଗୃହ କୁ ନେଇ ଅତିରିକ୍ତ ଜିଲ୍ଲା ପାଲଙ୍କୁ ଦାବି ପତ୍ର ପଦ୍ମପୁର -ପରିବେଶ ଦୁଷିତ ହେଉ ଥିବାରୁ ଗାଁ ଗାଁ ରେ ଆବର୍ଜନା ଗୃହ ନିର୍ମାଣ କରାଯାଇଅଛି । ହେଲେ ପୁରେନାଁ ଗ୍ରାମର ଅଙ୍ଗେନ ୱଡି କେନ୍ଦ୍ର -୨ ନିକଟରେ, ସ୍ୱଚ୍ଛ ଭାରତ ଆବର୍ଜନା ପୃଥକୀ କରଣ କେନ୍ଦ୍ର ଗୃହ ନିର୍ମାଣ କରାଯାଇ ଅଛି। ଏହି ଗୃହରେ ପ୍ଲାଷ୍ଟିକ, ପଲିଥିନ, ଆବର୍ଜନା ମଇଲା ପକାଯାଏ। କିନ୍ତୁ ୨ ଦିନ ହେଵ ସ୍ୱଚ୍ଛ ଭାରତ ଆବର୍ଜନା ଗୃହର ଲୁହା ର ଏଙ୍ଗଲ ୪ ଗୋଟି ଗୃହରେ ଲାଗିଥିବା ସମସ୍ତ ସିମେଣ୍ଟ ଆଡବେସ୍ଟର ଏବଂ ଗୃହକୁ ଭାଙ୍ଗି ମାଟି ଇଟାକୁ କେହି ଦୃଵୁତ ମାନେ ଚୋରି କରି ନେଇ ଯାଇଛନ୍ତି। ବର୍ତମାନ ଆବର୍ଜନା ଗୃହରେ କୈାଣସି ସାମଗ୍ରୀ ନାହିଁଁ ସଵୁଜାକ ବର୍ତ୍ତମାନ ଵଖାର ନ ଥିବାରୁ ସଵୁ ଜାକ ମଇଲା ଆବର୍ଜନା ଗୁଡାଏ ଏଣେ ତେଣେ ଫୋଫାଡୁ ଛନ୍ତି। ଏହି ଘଟାଣା ଭିଆଇ ଥିବା ଲୋକଙ୍କ ଉଚିତ ଦଣ୍ଡ ମିଲୁ ଵୋଲି ପୁରେନା ଗ୍ରାମର ପଦ୍ମପୁର ବ୍ଳକ ର କ୍ଷେତ୍ର ଘନ କୂମ୍ବାର ଅତିରିକ୍ତ ଜିଲ୍ଲା ପାଲଙ୍କୁ ଲେଖିକି ଜଣାଇଛନ୍ତି।
Related Posts
ଜିଲ୍ଲାପାଳ, କୋରାପୁଟଙ୍କ ବୈପାରିଗୁଡ଼ା ବ୍ଲକ ଗସ୍ତ !
ଜିଲ୍ଲାପାଳ, କୋରାପୁଟଙ୍କ ବୈପାରିଗୁଡ଼ା ବ୍ଲକ ଗସ୍ତ ଅବସରରେ ଆଦିବାସୀ ଗ୍ରାମୀଣ ଉଦ୍ୟୋଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Koraput’s Swagatika Routa Cracks the OAS Exam on First Attempt, Ranks 389
Koraput’s Swagatika Routa Cracks the OAS Exam on First Attempt, Ranks 389Koraput, – Swagatika Routa, a smart young officer from…
କାଗଜ କଲମରେ ଖର୍ଛ ହେଉଛି ଗାଁ କଲ୍ୟାଣ ସମିତି ଅର୍ଥ ।
କାଗଜ କଲମରେ ଖର୍ଛ ହେଉଛି ଗାଁ କଲ୍ୟାଣ ସମିତି ଅର୍ଥ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ସରକାରଙ୍କ ରାଜ୍ୟରେ ଥିବା ଗାଁ ଗୁଡିକୁ ସଫାସୁତରା ରଖିବା ସହିତ…