ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍। ଘନ ଘନ ରକେଟ୍ ମାଡ଼ କଲା ପାକିସ୍ତାନ। ଘାଇଲା ହେଲା ଆଫଗାନିସ୍ତାନ। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି। କୁହାଯାଉଛି ଯେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଏୟାର ଷ୍ଟ୍ରାଇକ୍ ପାକ୍ଟିକା ପ୍ରଦେଶର ବାରମଲ ଜିଲ୍ଲାରେ ଅନେକଙ୍କୁ ଆଘାତ ଦେଇଛି
Related Posts

ବାଂଲାଦେଶରେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା ।
ବାଂଲାଦେଶରେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା । ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସୋସିଆଲ ମିଡିଆରେ କରୁଥିଲେ ପୋଷ୍ଟ ବାଂଲାଦେଶରେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା ।ମୃତକ ହେଲେ…

ଦିଲ୍ଲୀରେ ବିଜୟ ପରେ… ମୋଦୀ ମୋଦୀ ନାରାରେ କମ୍ପିଲା ବିଜେପି ମୁଖ୍ୟାଳୟ ।
ଦିଲ୍ଲୀରେ ବିଜୟ ପରେ… ମୋଦୀ ମୋଦୀ ନାରାରେ କମ୍ପିଲା ବିଜେପି ମୁଖ୍ୟାଳୟ । ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ବିପୁଳ ବହୁମତ ସହିତ ସରକାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡିଶା ସହିତ…