ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲାରେ ଥିବା ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ ଘଟିଛି। ଏଥିରେ ୧୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କ ମୃତ୍ୟୁ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
Related Posts
ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ
ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ହାଇସ୍କୁଲ ଛକ ନିକଟସ୍ଥ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ…
୨୩ ରେ ଆସିବ ବାତ୍ୟା
୨୩ ରେ ଆସିବ ବାତ୍ୟା ଭୁବନେଶ୍ୱର: ଅକ୍ଟୋବର ୨୩ ତାରିଖରେ ବଙ୍ଗୋପସାଗରରେ ଆସିବ ବାତ୍ୟା। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ ଓ ୨୨…
୧୭୨ ଗ୍ରାମୀଣ ଲୋକଙ୍କ ନିଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର
*୧୭୨ ଗ୍ରାମୀଣ ଲୋକଙ୍କ ନିଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର* ରାଉରକେଲା ସହରର ସିଭିଲ୍ ଟାଉନସିପରେ ଅବସ୍ଥିତ ଲାୟନ୍ସ ଆଇ ହସ୍ପିଟାଲ ପରିସରରେ ମଙ୍ଗଳବାର ସକାଳ ୧୦ଟା ସମୟରେ ମୋତିଆବିନ୍ଦୁ…