ଆନ୍ତରଝୋଲି ଠାରେ ସଦଗୁରୁ ଙ୍କ ବିରାଟ ସତସଙ୍ଗ ଆୟୋଜନ

ଆନ୍ତରଝୋଲି ଠାରେ ସଦଗୁରୁ ଙ୍କ ବିରାଟ ସତସଙ୍ଗ ଆୟୋଜନ

ରାୟଗଡା : ଗୁମୁଡା ସ୍ଥିତ ଅନ୍ତୋର୍ଝୋଲି ଗ୍ରାମ ବିରାଟ ବଡ ସତସଙ୍ଗ ଆୟୋଜନ ହୋଇଛି ।ଶ୍ରୀ ଶ୍ରୀ ସଡଗୁରୁ ଅର୍ଜୁନ ଙ୍କ ଆଶ୍ରମ ରେ ଆଜି ହଜାର ହଜାର ଗୁରୁ ଭାଇ ଭଉଣୀ ଙ୍କ ବନ୍ଧୁ ମିଳନ ସଙ୍ଗୋମ ହୋଇ ଥିଲା । ମୁଖ୍ୟ ବକ୍ତା ରୂପେ ଜ୍ଞାନ ର ଚର୍ଚ୍ଚା କରି ଥିଲେ କେନ୍ଦ୍ରୀୟ କେମିତି ସଭାପତି କେଶବ ସେଠୀ ଭାଇ ,କମିଟି ସଦସ୍ୟ ରାମ କୃଷ୍ଟ ହୋତା ଭାଇ ,ଭୂଜଙ୍ଗ ଭାଇ ।ଏହି ସତସଙ୍ଗ କୁ ଆଗକୁ ବଢାଇ ଥିଲେ ଶିଷ୍ୟ ଶିଷ୍ୟଙ୍କୁ ଗୁରୁ ଙ୍କ ଜ୍ଞାନ ବାଣୀ ପ୍ରଦାନ କରି ।ପ୍ରଥମେ ଅତିଥି ଙ୍କୁ ପାଦ ଧୋଇ ମଞ୍ଚ କୁ ଅଣାଯାଇ ଥିଲା ।ପ୍ରାରମ୍ଭ ସଙ୍ଗୀତ ଏବଂ ନଗର କୀର୍ତ୍ତନ ମାଧ୍ୟମରେ ଏହା ଆରମ୍ଭ ହୋଇ ଥିଲା ।ଏତେ ମାତ୍ରା ରେ ଗୁରୁ ଭାଇ ,ଭଉଣୀ ଆସି ଥିଲେ ଯେ,ଲାଗୁ ଥିଲା ଏହା କେଉଁ ଚଇତି ଠୁ କମ୍ ନୁହେଁ ।ଏହାର ପ୍ରଚାର ପ୍ରସାର ଏତେ ମାତ୍ରା ରେ ଚାଲିଛି ଯେ,ଏହି ସତସଙ୍ଗ ରୁ ଜଣା ପଡୁଥିଲା । ଭୁଜଙ୍ଗ ଭାଇ ସମସ୍ତ ଅତିଥି ବା ଋଷି ଯଜ୍ଞ ଜ୍ଞାନ ଯଜ୍ଞ ଙ୍କ ଆସିଥିବା ମୁଖ୍ୟ ଜ୍ଞାନ ଦାତା ଙ୍କ ପରିଚୟ ପ୍ରଦାନ କରି ଥିଲେ ।ଏହା ସକାଳ ଆଠଟାରୁ ଆରମ୍ଭ ହୋଇ ପ୍ରସାଦ ସେବନ କରି ସମସ୍ତେ ଯାଇ ଥିଲେ ।ଏତେ ସଂସ୍ଥା ମଧ୍ୟରୁ ଏହା ବହୁତ୍ ଆଗରେ ରହିଛି ।ଏତେ ଜ୍ଞାନ ର ସନ୍ଧାନ ଚାଲିଛି ଯେ,ଏହି ସତସଙ୍ଗ ଆସିଲେ ହିଁ ଜାଣିହେବ ।ଏତେ ମାତ୍ରା ରେ ଜନ ଗହଳି ରହିଥିଲା ଯେ,ନିଜ ନିଜ ର ମୂଲ୍ୟ ବାନ୍ ସମୟ କୁ ଦେଇ ଯୋଗ ଦେବା ଏତେ ସହଜ ନୁହେଁ ।ଏହା ବହୁ ମାତ୍ରା ରେ ଅଗ୍ରସର କରି ଚାଲିଛି ।ଏହାର ମୁଖ୍ୟ ପ୍ରଚାର ପ୍ରସାର କରିଆସୁଛନ୍ତି ଗାନ୍ଧୀ ଭାଇ,ନାଗା ଭାଇ, ତୁକାରମ୍ ଭାଇ ,ପୂର୍ଣ୍ଣ ଭାଇ,ଜାଗା ଭାଇ, ଆହୁରି ଅନେକ ଯେଉଁ ମାନଙ୍କ ମୁଖ୍ୟ ଭୂମିକା ରହିଛନ୍ତି ।ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *