ବୌଦ୍ଧ ପୁଲିସକୁ ମିଳିଛି ବଡ଼ ସଫଳତା। ଏନକାଉଣ୍ଟର କିଛି ଦିନ ପରେ ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କେକେବିଏନ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ଥିଲେ। ହେଲେ ନକ୍ସଲ ସଂଗଠନରେ ଦିଆଯାଉଥିବା ନିର୍ଯାତନାକୁ ସହି ନ ପାରି ସେମାନେ ସମାଜ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।
Related Posts
କଣ୍ଟାମାଳର ୨ଟି ବୁଥ୍ ରେ ପୁନଃ ମତଦାନ ଆରମ୍ଭ
କଣ୍ଟାମାଳର ୨ଟି ବୁଥ୍ ରେ ପୁନଃ ମତଦାନ ଆରମ୍ଭ ବୌଦ୍ଧ:(Abhishek Mohanty) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨ଟି ବୁଥ୍ ରେ ଆରମ୍ଭ ହୋଇଛି ପୁନଃ…
୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ବୌଦ୍ଧ: ସ୍ଥାନୀୟ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କ ନିକଟରୁ ୫…
ନିର୍ବାଚନ ରାଲିରେ ସାମିଲ ହୋଇ ଶିକ୍ଷୟିତ୍ରୀ ନିଲମ୍ବିତ
ବୌଦ୍ଧ ଜିଲ୍ଲା ଦହ୍ୟା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବନ କଲେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ। ଦୁଇ ଦିନ…