ଆଜି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ରଥ ନିର୍ମାଣ ଅନୁକୁଳ ନୀତି ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେଲା ରଥ ନିର୍ମାଣ ଅନୁକୁଳ ନୀତି ।ଏହି ଦିନ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଥିଲା ।ଚାଷୀ ଚାଷ କାମର ଅନୁକୂଳ କରିଥାଏ । ଭୂମି ପୂଜନ ସହ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ । ଅକ୍ଷୟ ତୃତୀୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଶୁଭ ଦିନ ହୋଇଥିବାରୁ ଲୋକ ମାନେ ମଧ୍ୟ ଘର ପ୍ରତିଷ୍ଠା କରିଥାନ୍ତି।
Related Posts

ରାୟଗଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ରାୟଗଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ!ଭବାନୀପାଟଣାରେ ସଭା ସାରି ରାୟଗଡ଼ାରେ ପହଞ୍ଚିଲେ! ଜନସଭାକୁ ସମ୍ବୋଧିତ କରିବେ ରାଜନାଥ!

ମହୁରୁଣ୍ଡିରେ ଧୂମଧାମ ସହ ସାବିତ୍ରୀ ବ୍ରତ ପାଳିତ
ମହୁରୁଣ୍ଡିରେ ଧୂମଧାମ ସହ ସାବିତ୍ରୀ ବ୍ରତ ପାଳିତ ଖପ୍ରାଖୋଲ ୦୬/୦୬( ରୁପେନ୍ଦ୍ର ମୁଣ୍ଡା) : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀମାନେ ଏହି…

ଓଡ଼ିଶାରେ ୨୮୨ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ
ଓଡ଼ିଶାରେ ୨୮୨ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ଭୁବନେଶ୍ୱର: ଆମ ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା…