ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ

ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେଉଛି।
ଓଡ଼ିଶାରେ ଏମବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ହେବ କାଉନସେଲିଂ।
ମେଡିକାଲ ସିଟ୍ ପାଇଁ ଓଜେଇଇ ପକ୍ଷରୁ ହେବ କାଉନସେଲିଂ।
ଅଗଷ୍ଟ ୧୪ ତାରିଖ ଯାଏଁ ରାଙ୍କ ଧାରି କରିପାରିବେ ପଞ୍ଜୀକରଣ।
ଆସନ୍ତା ୧୮ ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ୍ ଓ ୨୦ ରେ ପ୍ରକାଶ ପାଇବ ଫାଇନାଲ ମେରିଟ୍ ଲିଷ୍ଟ୍।

Leave a Reply

Your email address will not be published. Required fields are marked *