ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ ।
ପୂଜାର୍ଚ୍ଚନା ପରେ ସକାଳ ସାଢ଼େ ୮ ଟାରେ ବନ୍ଦ ହୋଇଛି କପାଟ । ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମନ୍ଦିର ବରଫରେ ଆଚ୍ଛାଦିତ ହୋଇଥାଏ।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group