ଅବ୍ୟବସ୍ଥାରେ ସମାପନ ହେଲା ୨୦୨୪ ଲୋକ ମହୋତ୍ସବ ଚଇତି——————————ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଚଇତି ମହୋତ୍ସବ ଅବ୍ୟବସ୍ଥା ରେ ଚାଲିଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ବ୍ଳକ ରେ ଚଇତି ସାଧାରଣ ଲୋକଙ୍କୁ ବସିବା ପାଇଁ ଯାଗା ନଥିବା ବେଳେ । ତଳେ ବସି ନୃତ୍ୟ, ସଙ୍ଗୀତ ଦେଖୁଥିଲେ । ଏହା ସହ କିଛି ନୃତ୍ୟ କଳା କାର କିଛି ନ ଖାଇ ମଧ୍ୟ ଫେରି ଯାଇଥିଲେ । ଓ ଅନ୍ୟ ପଟେ ଯେଉଁ ଚଇତି ପାଇଁ ବ୍ଲକ ପପ୍ରଶାସନ ସମସ୍ତ୍ ପ୍ରକାର ପ୍ରସ୍ତୁତିଠିକ୍ ଠାକ୍ ହଇଚୀ ବୋଲି କହୁଥିବା ବେଳେ ସାଧାରଣ ଦର୍ଶକଠିଆହୋଇ ଚଇତି ଲୋକ ମହୋତ୍ସବ ଦେଖୁଥିଲେ। ଅନ୍ୟ ପଟେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ବ୍ଲକ ପ୍ରଶାସନ ନିଜର ମାନବିକତା ଭୁଲିଯାଇବ୍ଳକ ଅଧକ୍ଷୟ ଙ୍କ ହାତରେ ଅତିଥି ନିମନ୍ତ୍ରଣ ପତ୍ର ବଣ୍ଟା ଉ ଥିବା ଟିକିରି ଅଞ୍ଚଳରେ ଚରଚା ଜୋର୍ ଧରି ଛିହେଲେ କ’ଣ ବ୍ଳକ ଅଫିସ ରେ ଚତୁର୍ଥ ଶ୍ରେଣୀର କର୍ମଚାରୀ ନଥିଲେ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏବେ ନେଇ ଚର୍ଚ୍ଚା ରେ ବିଷୟ ପାଲଟିଥିଲା ବେଳେ । କିଛି ହାତ ଗଣତି ଗଣ ମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କୁନେଇ ଚଇତି ଖବର ପ୍ରଚାର ପ୍ରସାରଣ ପାଇଁ ବ୍ଲକ ପ୍ରଶାସନ ଅଣ୍ଟା ଭିଡି ଥିବା କଥା ମଧ୍ୟ ଦାଣ୍ଡରେ ପଡ଼ି ହାଟ ରେ ଗଡୁଚି ଏହିପରି ବ୍ଳକ ପ୍ରଶାସନର ମନମୁଖି କାର୍ଯ୍ୟ କୁ କାଶୀପୁର ବ୍ଲକ ବାଶି ସହଜରେ ଗ୍ରହଣ କରିପାରୁ ନଥିବା ସ୍ପଷ୍ଟ ବାରି ହେଉଛିରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
