ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ l ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାଆଡମ୍ବର ସହ ବାର୍ଷିକ ଉତ୍ସବ ପାଳିତ ହୋଇଅଛି l ଏଥିରେ ମୁଖ୍ୟ ଅତିଥିଭାବେରେ ନିରଞ୍ଜନ ସାହୁ ହରଭାଙ୍ଗି ଜଳ ବିଭାଗର ସହକାରୀ ଯନ୍ତ୍ରୀ,ମୁଖ୍ୟବକ୍ତା ନରେନ୍ଦ୍ର କୁମାର ବେହେରା ମୋହନା ଗୋଷ୍ଠୀ ଶିକ୍ଷl ଅଧିକାରୀ,ସମ୍ମାନିତ ଅତିଥିଭାବେ ଅଡବା ସରପଞ୍ଚ ସୁନେମୀ ଗମାଙ୍ଗ,ସୁରେଶ ଚନ୍ଦ୍ର ଗୌଡ଼,ବିଦ୍ୟାଳୟର ପ୍ରତିଷ୍ଟା ସହ ଯୋଗୀ ପଞ୍ଚାନନ ଦଳେଇ ସିଆରସିସି ଜେତେନ୍ଦ୍ର ରଇତ,ଅଡବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ବିଷ୍ଣୁ ପ୍ରିୟା ମଣ୍ଡଳ ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଏଥିଲା ଜଗନ୍ନାଥ ଫୋଟ ରେ ପୁଲ ଚନ୍ଦନ ଦେଇ ଥିଲେ, ମୁଖ୍ୟ ଅତି ମାନଙ୍କୁ ସ୍ୱାଗତଂ କରାଯାଇ ଥିଲା l
Related Posts

ସମାଜସେବୀ ଅନୀଲ କୁମାର ଦଣ୍ଡସେନାଙ୍କ ବିୟୋଗ
*ଅନୀଲ କୁମାର ଦଣ୍ଡସେନାଙ୍କ ବିୟୋଗ* ନୂଆପଡା ଜିଲ୍ଲା(ଓମ୍ ପ୍ରକାଶ ଚୌଧୁରୀ) ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମର ସମାଜସେବୀ ଅନିଲ କୁମାର ଦଣ୍ଡସେନା (୫୭) ଙ୍କ ଚିକିତ୍ସାଧୀନ…

୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ୱର: ୨୦୨୫ ସୁଦ୍ଧା ଦେଶ ତଥା ରାଜ୍ୟରେ ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସରକାର…

ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ସମାପ୍ତ ପରେ ଆଜି ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।
ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ସମାପ୍ତ ପରେ ଆଜି ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି…