ନୂଆପଡ଼ା ଉପନିର୍ବାଚନ:ମତଦାନ ଶେଷ, ଭୋଟ ବାକ୍ସ ଧରି ଫେରିଲେ ପୋଲିଂ କର୍ମଚାରୀ

Spread the love

ନୂଆପଡ଼ା ଉପନିର୍ବାଚନ:
ମତଦାନ ଶେଷ, ଭୋଟ ବାକ୍ସ ଧରି ଫେରିଲେ ପୋଲିଂ କର୍ମଚାରୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ସମ୍ପନ୍ନ ହୋଇଛି।

ମତଦାନ ଶେଷ ପରେ ପୋଲିଂ କର୍ମଚାରୀମାନେ ଭୋଟ ବାକ୍ସ ନିଏ ସୁରକ୍ଷାରେ ଫେରିଲେ। ଭୋଟିଂ ସମୟରେ କେତେକ କେନ୍ଦ୍ରରେ ଦୀର୍ଘ ଲାଇନ୍ ଦେଖାଯାଇଥିଲା, କିନ୍ତୁ ସମୁଦାୟ ମିଶି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କଲେ।
ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ରହିଥିଲା।

Leave a Reply

Your email address will not be published. Required fields are marked *