ଚିକିଟି ଖେମୂଣ୍ଡି ହଳଦିଆ ତୈଲିକ ବୈଶ୍ୟ ର ସ୍ଵତନ୍ତ୍ର ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

ଚିକିଟି ଖେମୂଣ୍ଡି ହଳଦିଆ ତୈଲିକ ବୈଶ୍ୟ ର ସ୍ଵତନ୍ତ୍ର ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ
Spread the love

ଚିକିଟି ଖେମୂଣ୍ଡି ହଳଦିଆ ତୈଲିକ ବୈଶ୍ୟ ର ସ୍ଵତନ୍ତ୍ର ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ ————————-

-ଗଜପତି-8/12/ମନୋଜ ପାଢୀ/ଚିକିଟି ଖେମୁଣ୍ଡି ହଳଦିଆ ବୈଶ୍ୟ ସମାଜ ର କେନ୍ଦ୍ରୀୟ ବୈଠକ ରବିବାର ଦିବା ଘଣ୍ଟା 10.30 ମିନିଟ ସମୟରେ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ଅଧିନସ୍ଥ ଜିଉରା ଗ୍ରାମ୍ୟ ର ଶ୍ରୀ ଶ୍ରୀ ଶ୍ରୀ ମାଂ ରାତନେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ କେନ୍ଦ୍ରୀୟ ପରିଷଦ ର ଅନ୍ତର୍ଭୁକ୍ତ ସାନଖେମୁଣ୍ଡି ଆଞ୍ଚଳିକ, ସୋରଡ଼ା ଆଞ୍ଚଳିକ ର ଏଗାର ଗୋଟି ଗ୍ରାମ୍ୟ ପରିଷଦ କୁ ଆଜି ଆମର ଜାତି ର ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ପ୍ରାୟ ଶହେ ପଚାଶ ଗୋଟି ଶୀତବସ୍ତ୍ର (କମଳ )କେନ୍ଦ୍ରୀୟ ପରିଷଦ ର ସଭାପତି ଶ୍ରୀଯୁକ୍ତ ଦଣ୍ଡାସୀ ସାହୁ ଙ୍କ କର କମଳ ରୁ ଏବଂ ସୌଜନ୍ୟ ମା ସନ୍ତୋଷୀ ଵୁକ୍ ଷ୍ଟୋର (ଶ୍ରୀ ଦେବରାଜ ସାହୁ )ଙ୍କ କର କମଳ ରୁ ମଧ୍ୟ ପ୍ରଦାନ କରାଗଲା.ଯୋଗ ଦେଇଥିଲ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସୀ ସାହୂ, ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ,, ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ, ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ, ସହ ସମ୍ପାଦକ ଶ୍ରୀ ବିନୋଦ ସାହୁ, ସହ କୋଷାଧକ୍ଷ ଶ୍ରୀ କ୍ରିଷ୍ଣା ସାହୁ ଓ ଅନ୍ୟାନ୍ୟ ଆଞ୍ଚଳିକ ସଭାପତି ଓ କର୍ମ କର୍ତାଓ ସମସ୍ତ ଗ୍ରାମ୍ୟ ପରିଷଦ ର ସଭାପତି ଓ କର୍ମ କର୍ତା ଙ୍କ ଉପସ୍ଥିତି ର ଏଗାର ଗୋଟି ସଭ୍ୟ ସଭ୍ୟା ଙ୍କ ଦରଖାସ୍ତ ବିଚାର କରାଗଲା ଓ ନୂତନ ବର୍ଷ 2026 ର ନୂତନ କ୍ୟାଲେଣ୍ଡର ଉନ୍ମୋଚନ କର ଗଲା ।