କୋରାପୁଟରେ ନାବାଳିକାଙ୍କୁ କାର୍‌ରେ ରଖି ଦୁଷ୍କର୍ମ: ଯୁବକ ଗିରଫ

Spread the love

କୋରାପୁଟ – ପୋଡାଗଡ଼ ପରେ, କୋରାପୁଟ ସହରରେ ନାବାଳିକାକୁ କାର୍‌ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।ପୋଲିସ ସୂତ୍ର ଅନୁସାରେ, ପୂଜାରୀପୁଟ ବେବର୍ତ୍ତା କଲୋନିର ଜଣେ ଯୁବକ, କୋରାପୁଟ ସହରର ଜଣେ ନାବାଳିକାକୁ କାର୍‌ରେ ବସାଇ ନେଇ ଦୁଷ୍କର୍ମ କରିଥିଲେ।ଘଟଣା ପରେ ନାବାଳିକାଙ୍କ ପରିବାର ପୋଲିସଙ୍କୁ ଅଭିଯୋଗ କଲା। ତାପରେ ପୋଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିଥିଲା।