୩୫୯ ରନ୍‌ ଟାର୍ଗେଟ୍‌ ଚେସ୍‌ କରି ୪ ୱିକେଟ୍‌ରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

"ରାୟପୁର ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ – ୩୫୯ ରନ୍‌ ଚେସ୍‌ କରି ୪ ୱିକେଟ୍‌ରେ ଜିତ"
Spread the love

୩୫୯ ରନ୍‌ ଟାର୍ଗେଟ୍‌ ଚେସ୍‌ କରି ୪ ୱିକେଟ୍‌ରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ରାୟପୁର: ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ବିଜୟ ହାସଲ କରିଛି। ରାୟପୁରସ୍ଥିତ ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମ‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୩୫୯ ରନ୍‌ର ବିଜୟ ଲକ୍ଷ୍ୟ ସମ୍ମୁଖୀନ ହୋଇଥିଲା।ଦକ୍ଷିଣ ଆଫ୍ରିକା ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରି ୪୯.୨ ଓଭରରେ ୩୫୯ ରନ୍‌ ସଂଗ୍ରହ କରି ମ୍ୟାଚ୍‌ ଜିତିଥିଲା। ତୀବ୍ର ପ୍ରତିଦ୍ବନ୍ଧିତା ମଧ୍ୟରେ ସ୍ଥିର ବ୍ୟାଟିଂ ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାକୁ ବିଜୟ ଦେଇଥିଲା।