ଏସ ଭି ଏମ କଲୋନୀ ରେ ଅଗ୍ନି ପୂର୍ଣ୍ଣିମା ଉତ୍ସବ ପାଳିତ।
ଏସ ଭି ଏମ କଲୋନୀ ରେ ଅଗ୍ନି ପୂର୍ଣ୍ଣିମା ଉତ୍ସବ ପାଳିତ। ମାଘ ପୂର୍ଣ୍ଣିମା ରେ ନାଲକୋ ସେକ୍ଟର୍ ୧ ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର ଟିଚରସ୍ କଲୋନୀରେ…
The Information Media (ସୂଚନା ଏବଂ ସମ୍ବାଦ).
Vasundhara Information and Media Group (HAPPY HOLI 🎈)
ଏସ ଭି ଏମ କଲୋନୀ ରେ ଅଗ୍ନି ପୂର୍ଣ୍ଣିମା ଉତ୍ସବ ପାଳିତ। ମାଘ ପୂର୍ଣ୍ଣିମା ରେ ନାଲକୋ ସେକ୍ଟର୍ ୧ ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର ଟିଚରସ୍ କଲୋନୀରେ…
ଅଗ୍ନିକାଣ୍ଡ ଯୋଗୁଁ ଦୋକାନର ମାଲିକଙ୍କ ସମେତ ୩ ଜଣ ଗୁରୁତର ଆହତ ଅଛନ୍ତି। ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାରରେ ଏକ ମିଠା ଦୋକାନରେ ଗ୍ୟାସ୍ ଲିକ୍…
ରେଳବାଇ ସଂପ୍ରସାରଣ କାର୍ଯ୍ୟ ପାଇଁ ବାଲେଶ୍ବରରେ କର୍ଫ୍ୟୁ ବାଲେଶ୍ବର: ବାଲେଶ୍ବର ସହରରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଆଜିଠୁ ଆସନ୍ତାକାଲି ରାତି ୧୦ଟା ଯାଏ ବଳବତ୍ତର…
ସୋର:ରାତିରେ ବ୍ୟାଙ୍କ ଲୁଟ୍ ପରେ ଲକରରେ ନିଆଁ ଲଗାଇ ଦେଲେବ୍ୟାଙ୍କରୁ ପ୍ରବଳ ଧୂଆଁ ବାହାରୁଛି, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀସିମୁଳିଆ ଥାନା ବାଲିଖଣ୍ଡ ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ…
ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ବାଲେଶ୍ଵର: ବାଲେଶ୍ୱର ଜିଲ୍ଲାରେ ବାତ୍ୟା ‘ଦାନା’ ର…
ବାତ୍ୟା ‘ଦାନା’ ଯୋଗୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଭୁବନେଶ୍ଵର :ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି।…
ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ…
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ସୋର: ବାଲେଶ୍ଵର ଜିଲ୍ଲାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ ଅଭିଯୋଗ ହୋଇଛି।ଖଇରା…