ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଉସୁର ତହସିଲ ଅନ୍ତର୍ଗତ ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି କରିଛନ୍ତି। ତିରୁପତି ସରପଞ୍ଚ ଥିବା ସମୟରେ ଲକ୍ଷ ଲକ୍ଷ ଟଂକା ହେରଫେର କରିବା ସହ ଭ୍ରଷ୍ଟାଚାରରେ ବୁଡି ରହିଥିଲେ। ବିଭିନ୍ନ କାମରେ ଏବଂ ଭତ୍ତା ବଣ୍ଟନରେ ବ୍ୟାପକ ଟଂକା ଆତ୍ମସାତ କରିଥିଲେ। ଗ୍ରାମବାସୀଙ୍କୁ ବ୍ୟାଙ୍କ ଖାତାକୁ ଓଲଟାପାଲଟା କରି ସେମାନଙ୍କର ଟଂକା ହଡପ କରିବା ସହ ସେମାନଙ୍କୁ ଧମକ ଚମକ ଦେଉଥିଲା।(Source Sambad)
Related Posts
ଅଘୋଷିତ ବିଦ୍ୟୁତ୍ କାଟ୍ ଗୁଳୁଗୁଳୁରେ ଉପଭୋକ୍ତା ହନ୍ତସନ୍ତ
ଅଘୋଷିତ ବିଦ୍ୟୁତ୍ କାଟ୍ ଗୁଳୁଗୁଳୁରେ ଉପଭୋକ୍ତା ହନ୍ତସନ୍ତ,କିରାସିନି ମିଳୁ ନ ଥିବାରୁ ମହମବତୀ ଭରସା ଆର,ଉଦୟଗିରି- ଗୋଟିଏ ପଟେ ଖରା ସହ ଗରମ ଗୁଳୁଗୁଳି, ଅନ୍ୟପଟେ ମଧ୍ୟାହ୍ନରେ…
ପୁରୀରେ ଶ୍ରୀଜିଉଙ୍କଦର୍ଶନକଲେଅନନ୍ତ ଅମ୍ବାନୀ ମନ୍ଦିର ଉନ୍ନତିକରଣ ପାଇଁ ୨କୋଟି ୫୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି |
ରିଲାଏନ୍ସ ଭେନ୍ଚର ଲିମିଟେଡ୍ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ.ବିବାହ ପୂର୍ବରୁ ଦ୍ବିତୀୟ ଥର ମହାପ୍ରଭୁଙ୍କୁ କଲେ ଦର୍ଶନ | ପୁରୀରେ ସେବାୟତ ଓ ପ୍ରଶାସନିକ ଅଧିକାରୀ କଲେ ସ୍ବାଗତ…
ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ,ଜଣେ ଗିରଫ
ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ,ଜଣେ ଗିରଫବ୍ରହ୍ମପୁର:ସୋମବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ନିକଟସ୍ଥ ଗଳିରେ ଚୋରା ମଦ ବ୍ରିକି ହେଉଥିଲା । ଖବର ପାଇ…