ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । NTCA ରିପୋର୍ଟ ଅନୁସାରେ ୨୦୨୨ରେ ଥିଲେ ୫୬୮ କଲରାପତରିଆ । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ।
Related Posts
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ..
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ.. ଗଜପତି(ମନୋଜ ପାଢୀ)-: ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଉଦଯାପିତ…
ଟିକାବାଲି ଥାନାରେ ନୂଆ ସରକାରଙ୍କ ନୂଆ ନିୟମ ଉପରେ ସଚେତନତା
ଟିକାବାଲି ଥାନାରେ ନୂଆ ସରକାରଙ୍କ ନୂଆ ନିୟମ ଉପରେ ସଚେତନତା……………………………………….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ଥାନା ଅଧିକାରିଣୀ କଲ୍ୟାଣି…
ଖଲ୍ଲିକୋଟ ହିଂସା ମାମଲା: ଶ୍ରୀକୃଷ୍ଣଶରଣପୁରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ଖଲ୍ଲିକୋଟ ହିଂସା ମାମଲା: ଶ୍ରୀକୃଷ୍ଣଶରଣପୁରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ମାମଲାରେ ଆଜି ଶ୍ରୀକୃଷ୍ଣଶରଣପୁରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଏହି…