ବିଷାକ୍ତ ଛୁତୁ ଖାଇ ଚାରି ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭତ୍ତି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରବାରରେ ଚାରିଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗତକାଲି ଜଙ୍ଗଲରୁ ଛତୁ ଆଣି ରାତ୍ର ସମୟରେ ରୋଷେଇ କରି ଖାଇଥିଲେ । ଖାଇଲା ରୋଷେଇ କରି ପାଇଥିଲେ । ଖାଇଲା ପରେ ପରିବାରରେ ଚାରିଜଣ ମା ଝିଅଙ୍କ ସହ ପଉସା ଓ ପିଉସୀ ଅସୁସ୍ଥ ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ଗାଁ ଲୋକେ ଚାରି ଗୁରୁତଙ୍କୁ ୧୦୮ ଏମ୍ବୁଲେନସ୍ ଯୋଗେ ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ବିଷାକ୍ତ ଛତୁ ଖାଇ ଥିବା ମହିଳା । ଏପରି ଜଙ୍ଗଲର ଛତୁ ସଂଗ୍ରହ କରି ଖାଇଥାନ୍ତି । କନ୍ତୁ ଏହା କେମିତି ଏପରି ହେଲା ତାହା ଜାଣି ନପାରିଥିବା କହିଛନ୍ତି ପରିବାର ଲୋକେ ।
Related Posts
ବିଶ୍ୱ ପ୍ରାଥମିକ ଚିକିତ୍ସା ଶିବିର
ବିଶ୍ୱ ପ୍ରାଥମିକ ଚିକିତ୍ସା ଶିବିର ଆର,ଉଦୟଗିରି (ମନୋଜ କୁମାର ପାଢୀ/ସୋମବାର ଅପରାହ୍ନରେ ଛେଲାଗଡ଼ କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଦିବସ ପାଳିତ ହୋଇଯାଇଛି |…
ଭଞ୍ଜନଗର ରୁ ଚୋରି ବସ୍ ଛତ୍ରପୁର ଉଦ୍ଧାର।
ଚାଞ୍ଚଲ୍ୟକର ଘଟଣା, ଭଞ୍ଜନଗର ରୁ ଚୋରି ବସ୍ ଛତ୍ରପୁର ଉପକଣ୍ଠରୁ ଉଦ୍ଧାର। ଗଞ୍ଜାମ:ଗତ ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ଠାରୁ ବଦାଙ୍ଗି ଯାଉଥିବା “ମାଁ ଦୂର୍ଗା ”…
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କଷମୋପଲ୍ଲୀ ଆପାର୍ଟମେଣ୍ଟ ଜଗନ୍ନାଥ ମନ୍ଦିର ଡ଼ୁମଡ଼ୁମା ଭୁବନେଶ୍ୱରରେ…