ମାନ୍ୟବର ପରିବାର କଲ୍ୟାଣ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିବେଦନ ସୀମାନ୍ତ ବର୍ତ୍ତ ଅଞ୍ଚଳର ରୋଗି ମାନେ ନିର୍ଭର କରିଥାନ୍ତି ହେଲେ ଏକ ମାତ୍ର ଡାକ୍ତର ଖାନା ଗାଇସିଲେଟରେ ୧୯ଟି ପଞ୍ଚାୟତ ଲୋକ ଅବେଵେଵସ୍ତା କହିଲେ ନ ସରେ ଗାଇସିଲେଟ ର CHC କେନ୍ଦ୍ର ରେ କୌଣସି ସୁବିଧା ନାହିଁ, ନାଁ ଅଛି ଭଲ ବାଥରୁମ ଟିଏ ନାଁ ଭଲ ପାଇଖାନା ଟିଏ ଲୋକ ଙ୍କ ବହୁତ ଅସୁବିଧା ରୋଗି କେମିତି ମୁହଁ ଫେରାଇ ଆଣିବାକୁ ପଡୁଛି ଶୈଚ କରିବାକୁ ଗଲେ କି ଗନ୍ଧ ଯେଉଁଠି ଦେଖିବ ଛେପ ଡାକ୍ତର ଖାନା ପାଲଟିଛି କଦର୍ଯ୍ୟ। ପୁରା ଭାବେ ମେଡ଼ିସିନ ମିଳୁ ପାରୁ ନାହଁ ଲୋକେ ବାହାରେ କିଣୁ ଛନ୍ତି ଲୋକଙ୍କ ପାଇଁ କିଛି ବ୍ୟବସ୍ତା ନାହଁ ସଫେଇ କର୍ମଚାରୀ କେଵେ ଦେଵ ?ସ୍ୱଚ୍ଛତା ଅଭାବ ହେତୁ ଏଠାରେ ସାଧାରଣ ଜନତା ମଧ୍ୟ ରୋଗର ଆକ୍ରାନ୍ତ ହେବେ ଜନସାଧାରଣଙ୍କ ଦାବି ହେଉଛି ସଫେଇ କର୍ମଚାରୀ ଦିଆଯାଉଏଵିଲେବୁଲୁ ମେଡିସିନ ଦିଆହେଉଁ । ଏହି ସମସ୍ୟାର ସମାଧାନ ନିମନ୍ତେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ ମାନ୍ୟବର ପରିବାର କଲ୍ୟାଣ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଟୁଇଟ କରିଛନ୍ତି।
Related Posts
ଠକେଇ ମାମଲା, ଅଦାଲତରେ ହାଜର ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ
“ଠକେଇ ମାମଲା, ଅଦାଲତରେ ହାଜର ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ” ଗଞ୍ଜାମ:ବିଗତ ଦିନର ବିଜେଡି ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଟାଟା…
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ “ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି” ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ |
Sunabeda (19.04.2024) : ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ “ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି” ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ…
ଓଡ଼ିଶା ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା
ଓଡ଼ିଶା ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ…