ରାଉରକେଲା:୩୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ! ପୋଷ୍ଟମର୍ଟମ ରିପୋର୍ଟରୁ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ. ଆଉ ୪ ମୃତଦେହ ବିନା ପୋଷ୍ଟମର୍ଟମରେ ସେମାନଙ୍କ ପରିବାର ନେଇଛନ୍ତି!ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି. ସୂଚନା ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ
Related Posts
କନ୍ୟାରତ୍ନ କୁ କୋଳେଇ ନେଲେ ଝାଡ଼ଖଣ୍ଡ ଦମ୍ପତ୍ତି
କନ୍ୟାରତ୍ନ କୁ କୋଳେଇ ନେଲେ ଝାଡ଼ଖଣ୍ଡ ଦମ୍ପତ୍ତି ଗଜପତି -୨୫/୬/୨୦୨୪(ମନୋଜ କୁମାର ପାଢୀ)ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 55 ତମ ଶିଶୁ କନ୍ୟାକୁ…
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ବାଂଲାଦେଶର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଏପରି ୱାରେଣ୍ଟ ଜାରି କରିଛନ୍ତି।
କୁଏତ ଅଗ୍ନିକାଣ୍ଡରେ ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି
ଭୁବନେଶ୍ଵର:ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କୁଏତ ଅଗ୍ନିକାଣ୍ଡରେ ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ,…