ବରଗଡ ୨୩,୧୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡ଼ା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଝରାପାଲି ମାର୍କେଟ ୟାର୍ଡ୍ ଖରିଫ ୨୦୨୪/୨୫ ର ପ୍ରଥମ ଧାନ କିଣା ଆରମ୍ଭ ହୋଇଯାଇଛି। ଏଥିରେ ଦୁଇଜଣ ଚାଷୀଙ୍କ ୧୫୦.୦୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଏହି ସମୟରେ ଏଆରସିଏସ ବରଗଡ଼ ପ୍ରବୀର ଘୋଷ,ଏସଏ ଆରସିଏମଏସ ଧର୍ମେନ୍ଦ୍ରଭୋଇ , ଝରାପାଲି ମାର୍କେଟ ଇନ୍ଚାଜ ଭରତ ପ୍ରଧାନ,ମାର୍କେଟ ନୋଡାଲ ଅଫିସର ସ୍ଵସ୍ତିକ ପ୍ରସାଦ ବଢେଇ, ସମବାୟ ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଚାଷୀମାନେ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଧାନକ୍ରୟ କରାଗଲା।
Related Posts
ଟ୍ରେନ ଧକାରେ ଦୁଇ ଦମ୍ପତିଙ୍କ ମୃତ୍ୟୁ।
ଟ୍ରେନ ଧକାରେ ଦୁଇ ଦମ୍ପତିଙ୍କ ମୃତ୍ୟୁ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଥିବା ଭୂଇଁ ପାଟଣା ଗ୍ରାମ ନିକଟରେ ଟ୍ରେନ…
ମୋହନ ମାଝୀ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ
କେନ୍ଦୁଝର ବିଧାୟକ ମୋହନ ମାଝୀ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ .କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ।ଜଣ ଉପ-ମୁଖ୍ୟମନ୍ତ୍ରୀ ଫର୍ମୁଲାରେ ଓଡିଶାରେ ସରକାର ଗଢିବ ବିଜେପି…
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ପାଳିତ
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ପାଳିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଠାରେ…