ସ୍ତ୍ରୀ ସହ ଗଣ୍ଡଗୋଳ କରି ସ୍ବାମୀ ର ଆତ୍ମହତ୍ୟା ଉଦ୍ୟମ।

ନିମଖଣ୍ଡି ଥାନା ଅର୍ନ୍ତଗତ ଖାରବେଳ ନଗର ବାସିନ୍ଦା ଅଶୋକ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକ କୌଣସି କଥା କୁ ନେଇ ସ୍ତ୍ରୀ ସହ ଝଗଡା କରିଥିଲା। ପରବର୍ତ୍ତୀ ସମୟରେ ପରିସ୍ଥିତି ଏମିତି ହେଲା ଅଶୋକ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଗୁରୁତର ହୋଇ ପଡିଥିଲା। ତଥାପି ନିଜ ମୋଟରସାଇକେଲ ରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି ଓ ଗୁରୁତର ଅବସ୍ଥାରେ ଡ଼ାକ୍ତର ତାକୁ ଚିକିତ୍ସା କରୁଛନ୍ତି।

By admin

Leave a Reply

Your email address will not be published. Required fields are marked *