ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯାଇଛି। ପୁଣି ଥରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୫୬ଟି ଆସନରେ ବିଜୟୀ ହେଉଛି । ବିଜେପି ଏଥର ୨୦୧୯ରେ ନିଜର ପ୍ରଦର୍ଶନକୁ ଦୋହରାଇବାରେ ସକ୍ଷମ ହୋଇନାହିଁ। ଏହା ୨୪ଟି ଆସନରେ ଆଗୁଆ ରହିଛି। ଚଳିତ ଝାଡ଼ଖଣ୍ଡ ନିର୍ବାଚନ ଅନେକ ଦୃଷ୍ଟିରୁ ରୋଚକ ହୋଇଛି। କିନ୍ତୁ ଏହାର ସବୁଠାରୁ ରୋଚକ ଦିଗ ହେଉଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ମୁର୍ମୁ ସୋରେନଙ୍କ ଉତ୍ଥାନ ।
Related Posts
ବିଶ୍ୱ ମତ୍ସ୍ୟ ଦିବସ 2024 ପାଳିତ
ବିଶ୍ୱ ମତ୍ସ୍ୟ ଦିବସ 2024 ପାଳିତ ରାୟଗଡା : ରାୟଗଡା ଜଳଛାୟା ବିଭାଗ ର ସମ୍ମିଳନୀ କକ୍ଷରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳିତ ହୋଇଯାଇଛି ।ଏହି…
କଳାହାଣ୍ଡିରେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ଲଢେଇ
କଳାହାଣ୍ଡିରେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ଲଢେଇ କଳାହାଣ୍ଡି:( ଓମ ପ୍ରକାଶ ଚୌଧୁରୀ)ସଂସଦୀୟ କ୍ଷେତ୍ରରେ ଏଥର ବିଜେଡି ସମ୍ମାନର ଲଢ଼େଇ ଲଢ଼ିବ। ଆସନ୍ତା ୧୩…
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଜଣେ ଗିରଫ.
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଜଣେ ଗିରଫ ଆର,ଉଦୟଗିରି (ମନୋଜ କୁମାର ପାଢୀ/ :୨୩/୪ଗଜପତି ଜିଲ୍ଲା ମୋହନା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ରାଜନସାହି…